Jump to content

OR/710628b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, କିଏ ପାଣି ପିଉ ନାହାଁନ୍ତି? ଜଳର ସ୍ବାଦ ହେଉଛନ୍ତି କୃଷ୍ଣ, ତେଣୁ କୃଷ୍ଣଙ୍କୁ କିଏ ଦେଖି ନାହାଁନ୍ତି? ସେମାନେ କୁହନ୍ତି, "ତୁମେ ମୋତେ ଭଗବାନ ଦେଖାଇ ପାରିବ କି"? ଯଦି ତୁମେ ଭଗବାନଙ୍କୁ ଦେଖୁ ନାହଁ, ତେବେ ତୁମକୁ କିଏ ଦେଖାଇବ? ଏଠାରେ ଭଗବାନ ଅଛନ୍ତି, ତୁମେ ପାଣି ପିଉଛ। ଏଠାରେ ଭଗବାନ, ସୂର୍ଯ୍ୟକିରଣ। ଯେଉଁମାନେ କୃଷ୍ଣଙ୍କୁ ଦେଖି ପାରିବେ ନାହିଁ ସେମାନେ ଭଗବାନ ଅଟନ୍ତି। କୃଷ୍ଣଙ୍କୁ ପରମପୁରୁଷ ଭଗବାନ ଭାବରେ ଦେଖିବା ପାଇଁ, କୃଷ୍ଣଙ୍କୁ ବୁଝିବା ପାଇଁ ଅନେକ, ହଜାର ହଜାର ବର୍ଷର ତାପସ୍ୟା ଆବଶ୍ୟକ ହୁଏ। "
710628 - ବାର୍ତ୍ତାଳାପ - ସାନ୍ ଫ୍ରାନ୍ସିସ୍କୋ