Jump to content

OR/700421b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମେ କେବଳ ଅନୁରୋଧ କରୁଛୁ। ଆମର ଆନ୍ଦୋଳନ ହେଉଛି ବ୍ୟକ୍ତିଙ୍କୁ ଅନୁରୋଧ କରିବା ଯେ 'ଆପଣ ଦୟାକରି ଏହି ହରେ କୃଷ୍ଣ ଜପ କରନ୍ତୁ ଏବଂ ଯଦି ଆପଣ ଜପ କରିଚାଲନ୍ତି, ତେବେ ଆପଣ ନିଜ ଜୀବନସମସ୍ୟାର ସମାଧାନ ଅତି ସହଜରେ ପାଇବେ'। କୌଣସି ଖର୍ଚ୍ଚ ନାହିଁ ଏବଂ କୌଣସି କ୍ଷତି ନାହିଁ। ଧରାଯାଉ ଯଦି ତୁମେ ହରେ କୃଷ୍ଣ ଜପ କରନ୍ତି - କେହି ଆପତ୍ତି କରିବେ ନାହିଁ । କୌଣସି ଟିକସ ନାହିଁ । କିନ୍ତୁ ଯଦି କିଛି ଲାଭ ଅଛି, ତୁମେ ଏହାକୁ ହାସଲ କରିବାକୁ କାହିଁକି ଚେଷ୍ଟା କରୁନାହଁ? କେବଳ ଗୋଟିଏ ସପ୍ତାହ ପାଇଁ ଏକ ପରୀକ୍ଷଣ କର । ଯେତେଥର ସମ୍ଭବ ଜପ କର: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ, ଏବଂ ତୁମେ ଅନେକ ଜିନିଷ ପାଇବ ..., ନୂଆକରି ତୁମ ଜୀବନରେ । "
700421 - Lecture Lord Buddha's Appearance - ଲସ ଆ଼ଞ୍ଜେଲ୍ସ