Jump to content

OR/700222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମକୁ ସର୍ବଦା ମନେ ରଖିବା ଉଚିତ ଯେ ଆମେ ଆଧ୍ୟାତ୍ମିକ ସ୍ଥରକୁ ଉନ୍ନୀତ ହେବାକୁ ଚେଷ୍ଟା କରୁଛୁ, ତେଣୁ ଆଧ୍ୟାତ୍ମିକ ସ୍ଥରର ଅର୍ଥ ହେଉଛି ଇନ୍ଦ୍ରିୟ ସୁଖ ପାଇଁ ଆଉ ଚିନ୍ତା ନାହିଁ। ତାହା ହେଉଛି ଆଧ୍ୟାତ୍ମିକ ସ୍ଥର। ଭୌତିକ ସ୍ଥର ଅର୍ଥ ସମସ୍ତେ ଇନ୍ଦ୍ରିୟ ସୁଖ ପାଇଁ ଲାଳାୟିତ, ସେମାନେ ସମସ୍ତେ ଦିନରେ କଠିନ କାର୍ଯ୍ୟ, ଦିନରାତି ବହୁତ କଠିନ କାର୍ଯ୍ୟ କରୁଛନ୍ତି, ଲକ୍ଷ୍ୟ ହେଉଛି ରାତିରେ ଯୌନ ସମ୍ପର୍କ । କେବଳ ସେତିକି । ଇନ୍ଦ୍ରିୟ ସୁଖ ।"
700222 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ