Jump to content

OR/700220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଦୁଇଟି ସର୍ତ୍ତ ଅଛି: ପବିତ୍ର ଏବଂ ଅପବିତ୍ର । ପବିତ୍ରର ଅର୍ଥ ହେଉଛି ଶୁଦ୍ଧ, ଏବଂ ଅପବିତ୍ରର ଅର୍ଥ ହେଉଛି ପ୍ରଦୂଷିତ । ଆମେ ସମସ୍ତେ ଆତ୍ମା । ପ୍ରକୃତି ଅନୁସାରେ ଆମେ ଶୁଦ୍ଧ, କିନ୍ତୁ ବର୍ତ୍ତମାନ ମୁହୂର୍ତ୍ତରେ, ଏହି ଭୌତିକ ଶରୀର ସହିତ ଜୀବନର ଏହି ଭୌତିକ ଅବସ୍ଥାରେ, ଆମେ ଦୂଷିତ। ତେଣୁ କୃଷ୍ଣ ଭାବନାମୃତର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ହେଉଛି ଦୂଷିତ ସ୍ଥିତିରୁ ନିର୍ମଳ ସ୍ଥିତିକୁ ଆଣି ନିଜକୁ ମୁକ୍ତ କରିବା । "
700220 - ପ୍ରବଚନ Initiation Sannyasa - ଲସ ଆ଼ଞ୍ଜେଲ୍ସ