Jump to content

OR/691223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମାୟାବାଦୀ ଦାର୍ଶନିକ କୁହନ୍ତି ଯେ 'ମୁଁ ଭଗବାନ, କିନ୍ତୁ ମୁଁ, ମାୟା ଦ୍ୱାରା ମୁଁ ଭାବୁଛି ଯେ ମୁଁ ଭଗବାନ ନୁହେଁ। ତେଣୁ ଧ୍ୟାନ ଦ୍ୱାରା ମୁଁ ପରମେଶ୍ୱର ହେବି' । କିନ୍ତୁ ଏହାର ଅର୍ଥ ହେଉଛି ସେ ମାୟାର ଦଣ୍ଡରେ ଅଛନ୍ତି । ତେଣୁ ଭଗବାନ ମାୟାର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଏହା କିପରି? ଭଗବାନ ମହାନ, ଏବଂ ଯଦି ସେ ମାୟାର ପ୍ରଭାବରେ ଅଛନ୍ତି, ତେବେ ମାୟା ମହାନ ହୋଇଗଲା । ଭଗବାନ କିପରି ମହାନ ହୁଅନ୍ତି? ତେଣୁ ପ୍ରକୃତ ଧାରଣା ହେଉଛି, ଯେତେ ଦିନ ପର୍ଯ୍ୟନ୍ତ ଆମେ ଏହି ବିଭ୍ରମ ଜାରି ରଖିବୁ ଯେ "ମୁଁ ଭଗବାନ", "ଭଗବାନ ନାହିଁ", "ସମସ୍ତେ ଭଗବାନ", ଏହିପରି ଅନେକ ଜିନିଷ, ଭଗବାନଙ୍କ କୃପା ପାଇବାରେ କୌଣସି ପ୍ରଶ୍ନ ନାହିଁ । "
691223 - ପ୍ରବଚନ - ବୋଷ୍ଟୋନ୍