Jump to content

OR/690210 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରକୃତ କଥା ହେଉଛି କୃଷ୍ଣଙ୍କ ପ୍ରତି ପ୍ରେମ ବଢାଇବା। ତାହା ହେଉଛି ବୃନ୍ଦାବନ ମାନକ। ବୃନ୍ଦାବନରେ, ନନ୍ଦ ମହାରାଜ ଏବଂ ଯଶୋଦା ମା, ରାଧାରାଣୀ, ଗୋପୀ, ଗଉଡ଼ ମାନେ, ବାଳକ, ଗାଈ, ବାଛୁରୀ, ଗଛ, ସେମାନେ ଜାଣନ୍ତି ନାହିଁ ଯେ କୃଷ୍ଣ ଭଗବାନ ଅଟନ୍ତି। ଆପଣ କୃଷ୍ଣ ପୁସ୍ତକରେ ପଢିଛନ୍ତି, ବେଳେବେଳେ ଯେତେବେଳେ କୃଷ୍ଣ କିଛି ଅଦ୍ଭୁତ କାର୍ଯ୍ୟ କରନ୍ତି, ସେତେବେଳେ ସେମାନେ ତାଙ୍କୁ ଏକ ଚମତ୍କାର ସନ୍ତାନ, ବାଳକ, କିମ୍ବା ଶିଶୁ ଭାବରେ ଗ୍ରହଣ କରନ୍ତି, କେବଳ ସେତିକି । ସେମାନେ ଜାଣନ୍ତି ନାହିଁ ଯେ କୃଷ୍ଣ ଭଗବାନ ଅଟନ୍ତି। କିନ୍ତୁ ସେମାନେ କୃଷ୍ଣଙ୍କୁ ସବୁକିଛି ଅପେକ୍ଷା ଅଧିକ ଭଲ ପାଆନ୍ତି।"
690210 - ପ୍ରବଚନ Excerpt - ଲସ ଆ଼ଞ୍ଜେଲ୍ସ