Jump to content

OR/690116b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବାସ୍ତବରେ, ଏହି କୃଷ୍ଣ ଚେତନା ଆନ୍ଦୋଳନ, ସଙ୍କୀର୍ତ୍ତନ ଆନ୍ଦୋଳନ, ଏତେ ସୁନ୍ଦର ଏବଂ ଆକର୍ଷଣୀୟ, ବହୁତ ସରଳ, ମୁଁ କହିବାକୁ ଚାହେଁ, ଅତ୍ୟାଧୁନିକ ବ୍ୟକ୍ତି ଆକର୍ଷିତ ହେବେ। କିନ୍ତୁ ଯଦି ଜଣେ ଆକର୍ଷିତ ନହୁଏ, ତେବେ ଏହା ବୁଝିବାକୁ ହେବ ଯେ ତାଙ୍କୁ ମୃତ୍ୟୁ ଅଧୀକ୍ଷକଙ୍କ ନିୟମରେ ଦଣ୍ଡ ଦିଆଯାଉଛି । ଯାହା ବି ହେଉ, ଯଦି ଆମେ ଜପ କରିବାର ଏହି ନୀତିରେ ରହିଥାଉ, ତେବେ ମୃତ୍ୟୁ ଅଧୀକ୍ଷକ ଯମରାଜ ମଧ୍ୟ ସେ ଦଣ୍ଡ ଦେବାରେ ବିଫଳ ହେବେ। ତାହା ହେଉଛି ବ୍ରହ୍ମ-ସଂହିତାଙ୍କ ନିର୍ଣ୍ଣୟ।"
690116 - Bhajan and Purport to Parama Koruna - ଲସ ଆ଼ଞ୍ଜେଲ୍ସ