OR/681105 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
Appearance
| OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
| "ତେଣୁ ଭଗବାନଙ୍କ ବାସସ୍ଥାନ ଚିନ୍ତାମଣି ପଥରରେ ନିର୍ମିତ। ସେଠାରେ ଘର ଅଛି ... ଯେହେତୁ ଆମେ ଏହି ଦୁନିଆରେ ଆମର ଅଭିଜ୍ଞତା ପାଇଛୁ ଯେ ଘରଗୁଡ଼ିକ ଇଟା ତିଆରି ହୋଇଛି, ସେଠାରେ, ଦିବ୍ୟ ଦୁନିଆରେ, ଘରଗୁଡ଼ିକ ଏହି ଚିନ୍ତାମଣି ପଥରରେ ନିର୍ମିତ । ଚିନ୍ତାମଣି-ପ୍ରକର-ସଦମସୁ କଳ୍ପ-ବୃକ୍ଷ (ବ୍ର.ସ. ୫.୨୯)। ସେଠାରେ ମଧ୍ୟ ଗଛ ଅଛି, କିନ୍ତୁ ସେହି ଗଛଗୁଡିକ ଏହି ଗଛ ପରି ନୁହେଁ। ଗଛଗୁଡ଼ିକ କଳ୍ପ-ବୃକ୍ଷ। ଏଠାରେ ଆପଣ ଗୋଟିଏ ଜିନିଷ ନେଇପାରିବେ ..., ଗୋଟିଏ ପ୍ରକାର ଫଳ ଗୋଟିଏ ଗଛରୁ, କିନ୍ତୁ ସେଠାରେ, ଗଛରୁ ତୁମେ କିଛିବି ମାଗି ପାରିବ ଏବଂ ତୁମେ ତାହା ପାଇବ, କାରଣ ସେହି ଗଛଗୁଡ଼ିକ ସମସ୍ତ ଆଧ୍ୟାତ୍ମିକ ଅଟେ । ତାହା ହେଉଛି ଭୌତିକ ଏବଂ ଆଧ୍ୟାତ୍ମିକ ମଧ୍ୟରେ ପାର୍ଥକ୍ୟ ।" |
| 681105 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ |