Jump to content

OR/670102 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶ୍ରୀମଦ୍-ଭାଗବତମ୍ରେ ଏହା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଯେ ଏହି ସମ୍ପୂର୍ଣ ଜଗତ କିପରି ଘଟିଲା ଏବଂ ବ୍ରହ୍ମା କିପରି ସୃଷ୍ଟି ହେଲେ ଏବଂ ବ୍ରହ୍ମାଙ୍କ ଦ୍ଵାରା କିପରି ରୁଷି ସୃଷ୍ଟି ହେଲେ, ସାଧାରଣ ଜନସଂଖ୍ୟା କିପରି ବଢିଲା। ଏହି ବର୍ଣ୍ଣନାଗୁଡ଼ିକ ସେଠାରେ ଅଛି। ତେଣୁ ପ୍ରକୃତରେ ସେ ମୂଳ । ଜନ୍ମାଦି ଅସ୍ୟ ୟତଃ (SB 1.1.1)। ଏହା ବେଦାନ୍ତ-ସୂତ୍ରରେ କୁହାଯାଇଛି, ତାଙ୍କଠାରୁ ସମସ୍ତ ଜିନିଷ ଉତ୍ପନ୍ନ। "
670102 - ପ୍ରବଚନ BG 10.02-3 - ନିୟୁର୍କ