Jump to content

OR/661126 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବୈଦିକ ଜ୍ଞାନ ଶୁଣିବା ଦ୍ୱାରା ଆସୁଥିଲା। ବହିର କୌଣସି ଆବଶ୍ୟକତା ନଥିଲା। ମାତ୍ର ଯେତେବେଳେ ଏହି ଯୁଗ ଆରମ୍ଭ ହୋଇଥିଲା, କଳି-ଯୁଗ ଆରମ୍ଭ ହେଲା, ପାଞ୍ଚ ହଜାର ବର୍ଷ ପୂର୍ବେ ସେତେବେଳେ ଲିଖିତ ହୋଇଥିଲେ ଏବଂ ବ୍ୟବସ୍ଥିତ ଭାବରେ ... ବେଦ, ପ୍ରଥମେ ସେଠାରେ କେବଳ ଗୋଟିଏ ବେଦ ଥିଲା, ଅଥର୍ବ ବେଦ। ତା’ପରେ ବ୍ୟାସଦେବ, ଏହାକୁ ସ୍ପଷ୍ଟ କରିବା ପାଇଁ, ଚାରି ଭାଗରେ ବିଭକ୍ତ କରି ତାଙ୍କର ବିଭିନ୍ନ ଶିଷ୍ୟମାନଙ୍କୁ ବେଦର ଗୋଟିଏ ଶାଖାର ଦାୟିତ୍ୱ ଦେଲେ। ତା’ପରେ ସେ ପୁଣିଥରେ ମହାଭାରତ, ପୁରାଣ ଲେଖିଲେ, କେବଳ ସାଧାରଣ ଲୋକମାନଙ୍କ ଦ୍ୱାରା ବୈଦିକ ଜ୍ଞାନକୁ ବିଭିନ୍ନ ଉପାୟରେ ବୁଝିବା ପାଇଁ । "
661126 - ପ୍ରବଚନ CC Madhya 20.124-125 - ନିୟୁର୍କ